Dictionaries | References

ନିର୍ଦ୍ଦେଶକ

   
Script: Odia

ନିର୍ଦ୍ଦେଶକ

ori.wordnet.indo | Oriya  Oriya |   | 
 noun  ଯେ କୌଣସି ପ୍ରକାରର ନିର୍ଦ୍ଦେଶ କରନ୍ତି ବା ବତାନ୍ତି   Ex. ଆମେ ଏହି କାମ ଜଣେ କୁଶଳୀ ନିର୍ଦ୍ଦେଶକଙ୍କ ମାର୍ଗଦର୍ଶନରେ କରୁଛୁ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
 noun  ଚଳଚିତ୍ର, ନାଟକଆଦିରେ ଚରିତ୍ରମାନଙ୍କ ବେଶଭୂଷା, ଭୂମିକା, ଆଚରଣ ବା ଦୃଶ୍ୟଆଦିର ନିଷ୍ପତ୍ତି ନେଉଥିବା ଅଧିକାରୀ   Ex. ଏହି ଚଳଚିତ୍ରର ନିର୍ଦେଶକ ସୁଭାଷ ଘାଇ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
 noun  କୌଣସି ସଂସ୍ଥା ଆଦିର ପ୍ରଧାନ ଅଧିକାରୀ   Ex. ଏହି ସଂସ୍ଥାର ନିର୍ଦ୍ଦେଶକ ଜଣେ ବିଦ୍ୱାନ ବ୍ୟକ୍ତି
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP