ଯାହା ପୁରୁଷ ଜାତିସହ ସଂଶ୍ଳିଷ୍ଟ
Ex. ହାତୀ, ବାଘ, ସିଂହଆଦି ନର ଶ୍ରେଣୀଭୁକ୍ତ
ONTOLOGY:
जन्तु (Fauna) ➜ सजीव (Animate) ➜ संज्ञा (Noun)
Wordnet:
benনর
kasنَر
kokनर
telపురుషుడు
urdمذکر , نر
ଗୟ ନାମକ ରାକ୍ଷସର ଜଣେ ପୁଅ
Ex. ପୁରାଣରେ ନରର ବର୍ଣ୍ଣନା ମିଳେ
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
ଏକ ପ୍ରକାର ଦୋହା
Ex. ନରରେ ପନ୍ଦରଟି ଗୁରୁ ଏବଂ ଅଠରଟି ଲଘୁ ବର୍ଣ୍ଣ ଥାଏ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ଛଅଟି ଚରଣ ବିଶିଷ୍ଠ ଗୋଟିଏ ଛନ୍ଦ
Ex. ନରରେ ଦଶଟି ଗୁରୁ ଏବଂ ତେରଟି ଲଘୁ ଥାଏ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)