Dictionaries | References

ନବାବ

   
Script: Odia

ନବାବ

ori.wordnet.indo | Oriya  Oriya |   | 
 noun  ଇଂରେଜ ସରକାରଙ୍କ ଠାରୁ ମୁସଲମାନ୍ ଧନୀମାନଙ୍କୁ ମିଳିଥିବା ଏକ ଉପାଧି ଯାହାକୁ ସେମାନେ ନିଜ ନାମ ସହିତ ଲଗାଉ ଥିଲେ   Ex. ଲକ୍ଷ୍ନୌ ନବାବମାନଙ୍କ ସହର
ONTOLOGY:
उपाधि (Title)अमूर्त (Abstract)निर्जीव (Inanimate)संज्ञा (Noun)
 noun  ମୋଗଲ ବାଦଶାହାଙ୍କ ଯେଉଁ ପ୍ରତିନିଧି ଯେ କୌଣସି ପ୍ରଦେଶର ଶାସନପାଇଁ ନିଯୁକ୍ତ ହେଉଥିଲେ   Ex. ବାଦଶାହା ସମସ୍ତ ନବାବଙ୍କୁ ନିଜ ଦରବାରରେ ଉପସ୍ଥିତ ହେବାପାଇଁ ହୁକୁମ ଦେଲେ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
SYNONYM:
 adjective  ବହୁତ ଆଡ଼ମ୍ବର ଏବଂ ଧନାଢ଼୍ୟ ଢଙ୍ଗରେ ରହିବା ଲୋକ   Ex. ତୁମ ନବାବ ପୁଅ ସହରରେ ପାନ - ଭୋଜନୋତ୍ସବରେ ପଇସା ଉଡ଼ାଉଛି
MODIFIES NOUN:
ONTOLOGY:
संबंधसूचक (Relational)विशेषण (Adjective)
Wordnet:
malആഡംബരമായി ജീവിക്കുന്ന
urdنواب , رئیس زادہ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP