Dictionaries | References

ନଜରବନ୍ଦୀ

   
Script: Odia

ନଜରବନ୍ଦୀ

ori.wordnet.indo | Oriya  Oriya |   | 
 adjective  ଯାହାକୁ ଏଭଳି ସ୍ଥାନରେ କଡ଼ା ଜଗାରଖାରେ ରଖାଯାଏ ଯେଉଁଠାରୁ ସେ କୌଣସି ଜାଗାକୁ ଯା ଆସ କରିପାରେ ନାହିଁ   Ex. ନଜରବନ୍ଦୀ ନେତା ଜରୁରୀକାଳରେ ନିଜ ଅନୁଭବ ବିଷୟରେ ଅବଗତ କରାଇଲେ
MODIFIES NOUN:
ONTOLOGY:
अवस्थासूचक (Stative)विवरणात्मक (Descriptive)विशेषण (Adjective)
Wordnet:
bdनोजोर खानानै दोनजानाय
mniꯌꯨꯝꯗ꯭ꯐꯥꯖꯤꯟꯗꯨꯅ꯭ꯂꯩꯕ
tamஒரிடத்தில் கண்காணிப்பில் வைக்கப்பட்டுள்ள
telపర్యవేక్షణలో ఉన్నటువంటి
 noun  କୌଣସି ରାଜ୍ୟ ବା ରାଜ୍ୟର ଅଧିକାରୀଙ୍କ ଦ୍ବାରା ଦିଆ ଯାଇଥିବା ଏଭଳି ଦଣ୍ଡ ଯେଉଁଥିରେ ଦଣ୍ଡିତ ବ୍ୟକ୍ତିଙ୍କୁ କୌଣସି ନିଶ୍ଚିତ ଏବଂ ସୁରକ୍ଷିତ ସ୍ଥାନରେ ରଖା ଯାଏ ଏବଂ ତା ଉପରେ କଡା ନଜର ରଖା ଯାଏ   Ex. ନଜରବନ୍ଦୀ ହୋଇଥିବା ସତ୍ତ୍ବେ ସେ କିପରି ପଳାଇଲା!
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ନଜରବନ୍ଦ ହେବାର ଅବସ୍ଥା ବା ଦଶା   Ex. ନଜରବନ୍ଦୀ କାଳରେ ସେ ନିଜର ଆତ୍ମକଥା ଲେଖିଥିଲେ
ONTOLOGY:
अवस्था (State)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP