Dictionaries | References

ଦୁଃଖ

   
Script: Odia

ଦୁଃଖ

ori.wordnet.indo | Oriya  Oriya |   | 
 noun  ମନର ଅପ୍ରିୟ ବା କଷ୍ଟ ହେଲାଭଳି ଅବସ୍ଥା ବା କଥା ଯେଉଁଥିରୁ ମୁକ୍ତି ପାଇବା ପାଇଁ ସ୍ୱାଭାବିକ ପ୍ରବୃତ୍ତି ସୃଷ୍ଟି ହୋଇଥାଏ   Ex. ଦୁଃଖ ବେଳେ ଭଗବାନ ମନେ ପଡନ୍ତି / ତାଙ୍କ ଦୁର୍ଦଶା ଦେଖି ମନରେ ବଡ଼ କଷ୍ଟ ହେଉଛି
ONTOLOGY:
मानसिक अवस्था (Mental State)अवस्था (State)संज्ञा (Noun)
Wordnet:
gujદુ
kasمُصیٖبَت , تَکلیٖف
mniꯑꯋꯥꯕ
nepदु:ख
urdتکلیف , کوفت , دکھ , پریشانی , اضطراب , درد , الم , اندوہ , آزارمشقت , سزا , ایزا , الجھن
 noun  କୌଣସି ଉଚିତ, ଆବଶ୍ୟକ ବା ପ୍ରିୟ କଥା ହୋଇ ନପାରିବାରୁ ମନରେ ହେଉଥିବା ଦୁଃଖ   Ex. ମୋର ଦୁଃଖ ଯେ ମୁଁ ଆପଣଙ୍କ କାମ ଠିକ୍‌ ସମୟରେ କରିପାରିଲି ନାହିଁ
HYPONYMY:
ONTOLOGY:
मानसिक अवस्था (Mental State)अवस्था (State)संज्ञा (Noun)
Wordnet:
urdافسوس , ملال , رنج , آزردگی , غم , دلگیری , دل گرفتگی , الم
 noun  ପ୍ରିୟ ବ୍ୟକ୍ତିର ମୃତ୍ୟୁ କିମ୍ବା ବିୟୋଗ କାରଣରେ ମନରେ ହେଉଥିବା ପରମ କଷ୍ଟ   Ex. ରାମଙ୍କର ବନଗମନରେ ସମ୍ପୂର୍ଣ୍ଣ ଅଯୋଧ୍ୟାନଗରୀ ଦୁଃଖରେ ବୁଡ଼ିଗଲା/ ତାଙ୍କ ମୃତ୍ୟୁରେ ସବୁ ଗଣ୍ୟମାନ୍ୟ ଲୋକମାନେ ଦୁଃଖ ବ୍ୟକ୍ତ କରିଥିଲେ
ONTOLOGY:
मानसिक अवस्था (Mental State)अवस्था (State)संज्ञा (Noun)
Wordnet:
kasغم
urdغم , دکھ , افسوس , رنج , صدمہ , ملال , , الم
   see : କଷ୍ଟ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP