ତାଳ ଦେବା ନିମନ୍ତେ ଏକ ବାଦ୍ୟ, ଯେଉଁଥିରେ ଦୁଇଟି ବାଜା ଏକା ସହିତ ବାଜେ
Ex. ଓସ୍ତାଦ ଜାକିର ହୋସେନଙ୍କ ଆଙ୍ଗୁଳି ତବଲା ଉପରେ କ୍ଷିପ୍ର ହେବାକ୍ଷଣି ଶ୍ରୋତାମାନେ ବାହା-ବାହା କହି ଉଠନ୍ତି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ତାଳ ପ୍ରଦାନ କରୁଥିବା ଏକ ବାଦ୍ୟ ଯାହା କାଠ ଖୋଳରେ ଚମଡ଼ା ଲଗେଇ ତିଆରି କରାଯାଏ ଏବଂ ଯାହାର ମୁଁହ ବାଁ ପାଖ ଅପେକ୍ଷା କମ ଓସାରିଆ ହୋଇଥାଏ
Ex. ତବଲାବାଲା, ତବଲା ବାନ୍ଧୁଛି
HOLO MEMBER COLLECTION:
ତବଲା
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)