ଏକ ପ୍ରକାରର ବଡ଼ ପାହାଡ଼ି ତିତ୍ତିର ଯାହା ଚନ୍ଦ୍ରମାର ପ୍ରେମୀ ଏବଂ ଅଙ୍ଗାର ଖାଦକ ବୋଲି ବିଶ୍ୱାସ କରାଯାଏ
Ex. ଚକୋର ଚନ୍ଦ୍ରମା ଆଡ଼କୁ ଅନେଇ ରହିଥାଏ
ONTOLOGY:
पक्षी (Birds) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
Wordnet:
benচকোর
gujચકોર
hinचकोर
kanಚಕೋರ ಪಕ್ಷಿ
kasچَکور
kokचकोर
malചകോരം
marचकोर
panਚਕੋਰ
sanचकोरः
telచకోర పక్షి
urdچکور