ଯେଉଁ କାଗଜର ଖେଳଣା ସୂତା ସାହାଯ୍ୟରେ ଆକାଶରେ ଉଡ଼େ
Ex. ପିଲାମାନେ ପଡ଼ିଆରେ ଗୁଡ଼ି ଉଡ଼ାଉଛନ୍ତି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ଏକ ପ୍ରକାରର ବଡ଼ ଗୁଡ଼ି
Ex. ଗୁଡ଼ି ମୋଟା ସୂତାରେ ଉଡ଼ାଯାଏ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)