ଏକ ପ୍ରକାରର ଛୋଟ ଫୁଲକା ପୁରି
Ex. ଭାଙ୍ଗି ଯାଇଥିବା ଗୁପଚୁପଗୁଡ଼ିକୁ ଚକଟି ଦୋକାନୀ ଭେଲରେ ମିଶାଇ ଦେଲା
ONTOLOGY:
खाद्य (Edible) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ଏକ ପ୍ରକାରର ଖେଳଣା
Ex. ପିଲାଟି ଗୁପଚୁପରେ ଖେଳୁଛି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ଏକ ପ୍ରକାର ଛୋଟ ଖଡ଼ଖଡ଼ିଆ ତଥା ଗୋଲାକାର ଖାଦ୍ୟବସ୍ତୁରେ ଚଣା,ମସଲା,ଖଟା ପାଣି ଆଦି ରଖି ପ୍ରସ୍ତୁତ ହେଉଥିବା ଏକ ମସଲାଯୁକ୍ତ ଖାଦ୍ୟ ପଦାର୍ଥ
Ex. ପିଲାଟି ଗୁପଚୁପ ଖାଇବାକୁ କାନ୍ଦୁଛି
ONTOLOGY:
खाद्य (Edible) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)