Dictionaries | References

ଗର୍ଭପାତ

   
Script: Odia

ଗର୍ଭପାତ

ori.wordnet.indo | Oriya  Oriya |   | 
 noun  ଗର୍ଭର ସନ୍ତାନକୁ ସଂପୂର୍ଣ୍ଣ ବୃଦ୍ଧିହେବା ପୂର୍ବରୁ ଗର୍ଭରୁ ବାହାର କରାଯିବା ପ୍ରକ୍ରିୟା   Ex. ସିଡ଼ିରୁ ଖସିପଡ଼ିବା କାରଣରୁ ବୋହୂର ଗର୍ଭପାତ ହୋଇଗଲା
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଚାରିମାସରୁ କମ ଗର୍ଭରୁ ଖସିବାର କ୍ରିୟା   Ex. କେବେକେବେ ଆଘାତ ଆଦି ଲାଗିବା କାରଣରୁ ଗର୍ଭପାତ ହୋଇଯାଇଥାଏ
ONTOLOGY:
घटना (Event)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP