Dictionaries | References

ଖମ୍ବ

   
Script: Odia

ଖମ୍ବ

ori.wordnet.indo | Oriya  Oriya |   | 
 noun  ପଥର, କାଠଆଦିରେ ବନାଯାଇଥିବା ଗୋଲିଆ ବା ଚାରିକୋଣିଆ ଉଚ୍ଚା ଖଣ୍ଡ ବା ଏହି ଆକାରର କୌଣସି ସଂରଚନା   Ex. ଖମ୍ବରୁ ଭଗବାନ ନରସିଂହ ପ୍ରକଟ ହୋଇଥିଲେ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ମୋଟା, ଉଚ୍ଚା ଏବଂ ବହୁତ ବଡ଼ କୋଠାଘର ବା ନିର୍ମାଣ   Ex. ବଡ଼ ସହରଗୁଡ଼ିକରେ ହିଁ ବଡ଼ ଖମ୍ବ ଦେଖିବାକୁ ମିଳେ
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
Wordnet:
mniꯑꯆꯧ ꯑꯆꯧꯕ꯭ꯐꯨꯔꯥ ꯗꯂꯥꯜ
telబహుళ అంతస్థుల భవనం
 noun  ତମ୍ବୁ ବା ସାମିୟାନା ଟାଣିବାଲାଗି ବ୍ୟବହୃତ ଖମ୍ବ   Ex. ବିବାହ ଉତ୍ସବ ଶେଷ ହେବାକ୍ଷଣି ଲୋକ ଖମ୍ବ ଉପାଡ଼ିବାରେ ଲାଗିଲେ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ଦଲାଣ ବା ବାରଣ୍ଡା କାନ୍ଥରେ ଦିଆଯାଇଥିବା ଅର୍ଦ୍ଧଗୋଲାକାର ଖମ୍ବ   Ex. ବୋହୂ ଖମ୍ବକୁ ଆଉଜି ସ୍ବେଟର ବୁଣୁ ଥିଲା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
Wordnet:
 noun  ଆଧାର ବା ଆଶ୍ରୟ ନିମନ୍ତେ ଲାଗୁଥିବା ଖମ୍ବ ବା ଢେଙ୍କା ଆଦିର ତଳେ ଲାଗୁଥିବା ଠେକେରା   Ex. ଏହି ପୋଲ ସାତଟି ଖମ୍ବରେ ମଜଭୁତ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP