ପିଣ୍ଡଖଜୁର ଫଳ ଯାହା ଶୁଖିଲାଫଳ ମଧ୍ୟରେ ଗଣାଯାଏ
Ex. କକା କାନ୍ଦୁଥିବା ପିଲାକୁ ଖଜୁରୀ ଖାଇବାକୁ ଦେଲେ
ONTOLOGY:
खाद्य (Edible) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ନେପାଳର ପର୍ବତାଞ୍ଚଳରେ ଦେଖାଯାଉଥିବା ଏକ ପ୍ରକାରର ଛୋଟ ଖଜୁରୀ|
Ex. ଖଜୁରୀ ପତ୍ରଗୁଡିକରେ ମଧ୍ୟ ଚଟାଇ ତିଆରି କରାଯାଏ କିନ୍ତୁ ତାର ଫଳ ଅନୁପଯୋଗୀ ହୋଇଥାଏ
ONTOLOGY:
वृक्ष (Tree) ➜ वनस्पति (Flora) ➜ सजीव (Animate) ➜ संज्ञा (Noun)