ବଡ଼ ଦଣ୍ଡା ବିଶିଷ୍ଟ ଚାମଚ ଯେଉଁଥିରେ ବଡ଼ ହାଣ୍ଡିଆଦିରୁ ଡାଲିଆଦି କାଟନ୍ତି ବା ବାହାର କରନ୍ତି
Ex. ମାଆ କରଚୁଲିରେ ଡାଲି ବାହାର କରୁଛନ୍ତି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
mniꯈꯥꯕꯩ
urdکرچھا , کرچھول
ଡାଲି ଆଦିରୁ ଫେଣ ବାହାରକରିବା କରଚୁଲି
Ex. ଗୀତା ଫୁଟୁଥିବା ଡାଲିରୁ କରଚୁଲିରେ ଫେଣ ବାହାରକରୁଛି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ଏକ ପ୍ରକାରର କରଚୁଲି
Ex. ଭାଉଜ କରଚୁଲିରେ ଡାଲି ଘାଣ୍ଟୁଛନ୍ତି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)