Dictionaries | References

କଫି

   
Script: Odia

କଫି

ori.wordnet.indo | Oriya  Oriya |   | 
 noun  ଚାଭଳି ପିଆଯାଉଥିବାଗୋଟିଏ ଗଛର ମଞ୍ଜିର ଚୂର୍ଣ୍ଣ   Ex. ଦୀନେଶ ବଜାରରୁ କଫି କିଣି ଆଣିଲା
ONTOLOGY:
भाग (Part of)संज्ञा (Noun)
 noun  ଚା ଭଳି ଗୋଟିଏ ପାନୀୟ ପଦାର୍ଥ   Ex. ସେ କଫି ପିଉଛି
ONTOLOGY:
पेय (Drinkable)वस्तु (Object)निर्जीव (Inanimate)संज्ञा (Noun)
 noun  ଚା ଗୁଣ୍ଡ ଭଳି ଏକ ପ୍ରକାର ଗୁଣ୍ଡ ଯେଉଁଥିରୁ ପାନୀୟ ତିଆରି କରାଯାଏ   Ex. ସେ ଦୋକାନରୁ ଶହେଗ୍ରାମ କଫି କିଣିଲା
HOLO COMPONENT OBJECT:
କଫି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  ଚା ଭଳି ଏକ ପାନୀୟ   Ex. ସେ କଫି ପିଉଛି
MERO COMPONENT OBJECT:
କଫି
ONTOLOGY:
पेय (Drinkable)वस्तु (Object)निर्जीव (Inanimate)संज्ञा (Noun)
 noun  ଯେଉଁ ଗଛର ମଞ୍ଜିକୁ ଭାଜି ଗୁଣ୍ଡକରି ପାନୀୟ ପ୍ରସ୍ତୁତ କରାଯାଏ   Ex. କଫି ମଧ୍ୟମ ଆକାରର ହୋଇଥାଏ
MERO COMPONENT OBJECT:
କଫି
ONTOLOGY:
वृक्ष (Tree)वनस्पति (Flora)सजीव (Animate)संज्ञा (Noun)
 noun  ଏକ ଗଛରୁ ପ୍ରାପ୍ତ ଯେଉଁ ମଞ୍ଜିକୁ ଭାଜି ଗୁଣ୍ଡକରି ପାନୀୟ ପ୍ରସ୍ତୁତ କରାଯାଏ   Ex. ସେମାନେ କଫିକୁ ଅତିଶୀଘ୍ର ଭାଜି ଗୁଣ୍ଡକରି କଫି ପ୍ରସ୍ତୁତ କରନ୍ତି
HOLO COMPONENT OBJECT:
କଫି
ONTOLOGY:
भाग (Part of)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP