Dictionaries | References ଉ ଉଡ଼ାଣ Script: Odia Meaning Related Words ଉଡ଼ାଣ ori.wordnet.indo | Oriya Oriya Rate this meaning Thank you! 👍 noun ବେଙ୍ଗଳାପକା ହୋଇଥିବା ଶସ୍ୟକୁ ପବନରେ ଉଡ଼ାଇବା କ୍ରିୟା ବା ଭାବ ଯେଉଁଥିରେ ଚଷୁ ଅଲଗା ହୋଇଯାଏ Ex. ଉଡ଼ାଣ ପରେ ସେ ଧାନକୁ ଅମାରରେ ରଖିଲେ HOLO FEATURE ACTIVITY:ଚାଷ ONTOLOGY:शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:hinओसाई kanಕೇರುವಿಕೆ kasژَھٹُن kokवारें malപാറ്റലും കൊഴിക്കലും marउफणणी panਝਾਰਨ sanनिष्पवनम् tamபுடைத்தல் telతూర్పారబట్టుట urdاوسائی , ڈالی noun ଉଡ଼ାଜାହାଜରେ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ଅବଧି ଯାତ୍ରା Ex. ସେ ଦୁଇଟାବେଳ ବିମାନରେ ଆସୁଛି / ପାଗ ଖରାପଥିବାରୁ ଉଡ଼ାଣ ସମୟରେ ପରିବର୍ତ୍ତନ ହୋଇଛି ONTOLOGY:कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:benবিমান hinउड़ान kokउड्डाण panਉਡਾਣ urdاڑان , فلائٹ noun ଉଡ଼ାଣବେଳେ ବାୟୁଯାନର ସୁବ୍ୟବସ୍ଥିତ ରଚନା ବା ପ୍ରସ୍ତୁତିଉ Ex. ଉତ୍ତମ ଉଡାଣ ଯାତ୍ରାକୁ ସଫଳ କରେ ONTOLOGY:समूह (Group) ➜ संज्ञा (Noun) SYNONYM:ଫ୍ଲାଇଟWordnet:gujફ્લાઇટ kasوٚڑَو , فٕلیٹ , پَرواز tamவான ஊர்தி urdفلائٹ , اڑان , پرواز noun ମାଲଖମ୍ବର ଏକ ପ୍ରକାର କସରତ Ex. ଅଶୋକ ବହୁତ ଭଲ ଉଡ଼ାଣ କରିପାରେ ONTOLOGY:शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)Wordnet:urdاُڑان , اُڑی Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP