ପୋଡ଼ା ମାଟିର ବିଶେଷକରି ଆୟତକାର ଲମ୍ବା ଆକୃତିର ଖଣ୍ଡ ଯାହାକୁ ଯୋଡ଼ି କାନ୍ଥ ତିଆରି କରାଯାଏ
Ex. ଏହି ଘର ନିର୍ମାଣପାଇଁ ଏକ ଲକ୍ଷ ଇଟା ଲାଗିବ
HOLO COMPONENT OBJECT:
ଇଟାରାସ୍ତା
HYPONYMY:
ପୋଡ଼ାଇଟା ଭାତିଇଟା ଦୁର୍ବିଷ୍ଟିକା ଅନୂକ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
asmইটা
bdइटा
benইঁট
gujઈંટ
hinईंट
kanಇಟ್ಟಿಗೆ
kasسیٖر
kokविटो
malഇഷ്ടിക
marवीट
mniꯆꯦꯛ
nepईँट
panਇੱਟ
sanइष्टका
tamசெங்கல்
telఇటుకలు
urdاینٹ
ମାନବ ନିର୍ମିତ ଗୋଟିଏ ପଥର
Ex. ଇଟା ରକ୍ତିମା ଯୁକ୍ତ ନୀଳ ରଙ୍ଗର ହୋଇଥାଏ
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benতামড়া
gujતામડા
kasمۄکھتہٕ
malതമാട
tamசெம்பின் நிறம்
urdتامڑا
ଇଟା ଆକୃତିର ବା ଇଟାର ଆକାର-ପ୍ରକାରର ନେଇ ବିଶେଷ କରି ସୁନା ଆଦି ବସ୍ତୁ
Ex. ଶେଠଙ୍କ ପାଖରେ ସୁନା ଇଟା ଅଛି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)