କୌଣସି ଘୋଡ଼ା, ଗାଡ଼ି ବା ବାହାନ ଉପରେ ଚଢ଼ିଥିବା ବ୍ୟକ୍ତି
Ex. ଯୁଦ୍ଧ କାରଣରୁ କେତେ ଆରୋହୀ ବୀର ଗତି ପାଇଗଲେ
ONTOLOGY:
व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
ଯେଉଁ ବ୍ୟକ୍ତି ଉପରକୁ ଚଢ଼ନ୍ତି
Ex. ପର୍ବତ ଆରୋହୀମାନଙ୍କପାଇଁ ସ୍ଥାନେସ୍ଥାନେ ଆଶ୍ରୟ ସ୍ଥଳ ନିର୍ମିତ ହୋଇଛି
ONTOLOGY:
व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
Wordnet:
mniꯀꯥꯈꯠꯂꯤꯕ꯭ꯃꯤ
urdچڑھنے والا
ଉପରକୁ ଚଢ଼ୁଥିବା ବ୍ୟକ୍ତି
Ex. ସେମାନେ ଏହି ଆରୋହୀ ଦଳର ନେତୃତ୍ୱ ନେଉଛନ୍ତି
ONTOLOGY:
गुणसूचक (Qualitative) ➜ विवरणात्मक (Descriptive) ➜ विशेषण (Adjective)
Wordnet:
mniꯀꯥꯈꯠꯂꯤꯕ
urdچڑھائی کرنے والا
ସଙ୍ଗୀତର ଯେଉଁ ସ୍ବର ଷଡଜରୁ ନିଷାଦ ପର୍ଯ୍ୟନ୍ତ ଉତ୍ତରୋତ୍ତର ଉଠେ
Ex. ଆଜି ଆମକୁ ଗୁରୁଦେବ ଆରୋହୀ ଶିଖାଇଲେ
ONTOLOGY:
गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)