ଅଥର୍ବ ବେଦରେ ବର୍ଣ୍ଣନା କରାଯାଇଥିବା କର୍ମ ବା କୃତ୍ୟ
Ex. ପଣ୍ଡିତ ମାହାଶୟ ପ୍ରତିଦିନ ଆଥର୍ବଣ କରନ୍ତି
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଅଥର୍ବା ଋଷିଙ୍କର ବଂଶଜ ବା ତାଙ୍କ ଗୋତ୍ରର ବ୍ୟକ୍ତି
Ex. ପଣ୍ଡିତ ଉମାଶଂକର ଆଥର୍ବଣ
ONTOLOGY:
समूह (Group) ➜ संज्ञा (Noun)
ଅଥର୍ବା ଋଷିଙ୍କର ପୁତ୍ର
Ex. ଆଥର୍ବଣ ବ୍ରହ୍ମାଙ୍କର ପୁତ୍ର ଥିଲେ
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)