Dictionaries | References

ଆଗ୍ନେୟଗିରି

   
Script: Odia

ଆଗ୍ନେୟଗିରି

ori.wordnet.indo | Oriya  Oriya |   | 
 noun  ଯେଉଁ ପର୍ବତର ଶିଖରରେ ଥିବା ଗର୍ତ୍ତରୁ ଧୂଆଁ,ପାଉଁଶ ଏବଂ ତରଳ ବା ଜଳୀୟ ପଦାର୍ଥ ସବୁବେଳେ ବା ସମୟ ସମୟରେ ବାହାରିଥାଏ   Ex. ଆଗ୍ନେୟଗିରିରୁ ବିସ୍ଫୋରଣ ହେବାର ଆଶଙ୍କା ସବୁବେଳେ ଥାଏ
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
 noun  ଜ୍ବାଳାମୁଖୀ ପର୍ବତର ଶୀର୍ଷରେ ଥିବା ଗର୍ତ୍ତ ଯେଉଁଥିରୁ ଅଗ୍ନି ଏବଂ ଉତ୍ତପ୍ତ ପଥର ଆଦି ବାହାରି ଉପରକୁ ଉଠେ   Ex. ଏହି ଆଗ୍ନେୟଗିରିରୁ ଉଦ୍ଗରିତ ଜ୍ବାଳାର ତୀବ୍ରତା ବହୁତ ଅଧିକ
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
Wordnet:
benআগুনের শিখা
kasآتِش فشان
malഅഗ്നിപർവ്വത മുഖം
 noun  ଅଗ୍ନି ଉଦ୍ଗିରଣରୁ ବାହାରୁଥିବା ପଦାର୍ଥ ଶୀତଳ ହୋଇ ନିର୍ମିତ ହେଉଥିବା ପର୍ବତ   Ex. କେତେକ ସକ୍ରିୟ ଆଗ୍ନେୟଗିରି ସମୂହରୁ ଏବେବି ଅଗ୍ନି ଉଦ୍ଗରିତ ହେଉଛି
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
   see : ଅଗ୍ନି ଉଦ୍ଗିରଣ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP