Dictionaries | References

ଅନ୍ତାକ୍ଷରୀ

   
Script: Odia

ଅନ୍ତାକ୍ଷରୀ

ori.wordnet.indo | Oriya  Oriya |   | 
 noun  ଏକ ପ୍ରକାରର ଖେଳ ବା ପ୍ରତିଯୋଗିତା ଯେଉଁଥିରେ କେହି ଜଣେ କବିତା ପଢ଼େ ଏବଂ ଅନ୍ୟଜଣେ ପଠିତ କବିତାର ଅନ୍ତିମ ଅକ୍ଷରରୁ ଆରମ୍ଭ ହେଉଥିବା ଅନ୍ୟ ଏକ କବିତା ପଢ଼େ   Ex. ଶ୍ରେଣୀରେ ପିଲାମାନେ ଅନ୍ତାକ୍ଷରୀ ଖେଳୁଛନ୍ତି
ONTOLOGY:
सामाजिक कार्य (Social)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  କୌଣସି ପ୍ରଚଳିତ ଛନ୍ଦ ଅଥବା ପଦ୍ୟର ଅନ୍ତିମ ଅକ୍ଷରରରୁ ଆରମ୍ଭ ହେଉଥିବା ଅନ୍ୟ ଏକ ଛନ୍ଦ ବା ପଦ୍ୟ   Ex. ଅନ୍ତାକ୍ଷରୀ ସାହିତ୍ୟର ଜ୍ଞାନବର୍ଦ୍ଧକ ସଂପତ୍ତି
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
Wordnet:

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP