-
adjective ଯାହା ସ୍ୱଚ୍ଛ ନୁହେଁ ବା ଯେଉଁଥିରେ ଦୋଷ ଅଛି
Ex. ବିଦ୍ୟାଳୟକୁ ମଇଳା ଲୁଗା ପିନ୍ଧି ଆସିବା ଅନୁଚ୍ଚିତ / ତାର ମନ ମଇଳା
-
noun କୌଣସି ଜିନିଷରୁ ବାହାରୁଥିବା ଅଂଶ ବା ତା ଉପରେ ଜମା ହୋଇଥିବା ମଇଳା କିମ୍ବା ଧୂଳି
Ex. ଲୁଗାରୁ ମଇଳା ବାହାର କରିବାପାଇଁ ସେଗୁଡ଼ିକୁ ସାବୁନ, ସର୍ଫଆଦିରେ ଧୋଇବା ଉଚିତ
-
noun ଶରୀରରୁ ନିର୍ଗତ ହେଉଥିବା ମଇଳା
Ex. ମନୁସ୍ମୃତି ଅନୁସାରେ ଶରୀରରେ ବାର ପ୍ରକାରର ମଳ ଥାଏ ଯେପରି ବସା, ଶୁକ୍ର, ରକ୍ତ, ମଜ୍ଜା, ମୂତ୍ର, ବିଷ୍ଠା, କାନର ମଇଳା, ନଖ, କଫ, ଅଶ୍ରୁ, ଝାଳ ଓ ଶରୀର ଉପରେ ଜମା ହୋଇଥିବା ମଇଳା
-
See : ଅଳିଆ, ଆବର୍ଜନା ବସ୍ତୁ, ବର୍ଜ୍ୟବସ୍ତୁ
Site Search
Input language: