-
noun ବିବାହିତ ସ୍ତ୍ରୀର ସଂପୂର୍ଣ୍ଣ ଷୋହଳଟି ଶୃଙ୍ଗାର, ଯଥା ସୌନ୍ଦର୍ଯ୍ୟବର୍ଦ୍ଧକ ଲେପ ଲଗାଇବା, ସ୍ନାନ କରିବା, ସ୍ୱଚ୍ଛବସ୍ତ୍ର ଧାରଣ କରିବା, କେଶବିନ୍ୟାସ କରିବା, ଆଖିରେ ଅଞ୍ଜନ ଲଗାଇବା, ସୀମନ୍ତରେ ସିନ୍ଦୂର ଲଗାଇବା, ଅଳତା ଲଗାଇବା, ମଥାରେ ତିଳକ ଲଗାଇବା, ଚିବୁକରେ ତିଳଚିହ୍ନ ଆଙ୍କିବା, ମେହେନ୍ଦୀ ଲଗାଇବା, ଅତର ଆଦି ସୁଗନ୍ଧିତ ଦ୍ରବ୍ୟ ଲଗାଇବା, ଅଳଙ୍କାର ପିନ୍ଧିବା, ଫୁଲମାଳ ଧାରଣ କରିବା, ମିସି ଲଗାଇବା, ପାନ ଖାଇବା ଏବଂ ଓଠ ରଙ୍ଗାଇବା
Ex. ନୃତ୍ୟାଙ୍ଗନା ଷୋହଳ ଶୃଙ୍ଗାରରେ ସଜ୍ଜେଇ ହୋଇଥିଲା
Site Search
Input language: