-
noun ସେହି ଅସ୍ୱଚ୍ଛ ଚମକୁଥିବା ଖଣିଜ ପଦାର୍ଥ ଯେଉଁଥିରୁ ବାସନକୁସନ, ତାର, ଗହଣା, ଶସ୍ତ୍ରଆଦି ତିଆରିହୁଏ
Ex. ସୁନା ଏକ ମୂଲ୍ୟବାନ ଧାତୁ
-
noun ବୈଦ୍ୟମାନଙ୍କ ଅନୁସାରେ ଶରୀର ନିର୍ମାଣରେ ସହାୟତା କରୁଥିବା ସାତଟି ଅନ୍ତଃତତ୍ତ୍ୱ ବା ପଦାର୍ଥ
Ex. ଆମ ଶରୀରରେ ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜ୍ଜା, ଓ ଶୁକ୍ର - ଏଭଳି ସାତଟି ଧାତୁ ରହିଛି
-
noun କ୍ରିୟାର ମୂଳ ରୂପ
Ex. ସଂସ୍କୃତରେ ଭୂ, କୃ ଇତ୍ୟାଦି ଧାତୁ
-
See : ବୀର୍ଯ୍ୟ
Site Search
Input language: