Dictionaries | References

ଦୀକ୍ଷା

   
Script: Odia

ଦୀକ୍ଷା

ori.wordnet.indo | Oriya  Oriya |   | 
 noun  ଗୁରୁ ବା ଆଚାର୍ଯ୍ୟଙ୍କଦ୍ୱାରା ନିୟମପୂର୍ବକ ମନ୍ତ୍ରୋପଦେଶ ଦେବାର ପ୍ରକ୍ରିୟା   Ex. ମଞ୍ଚ ଉପରେ ଆସୀନ ମହାତ୍ମା ତାଙ୍କ ଶିଷ୍ୟଙ୍କୁ ଦୀକ୍ଷା ଦେଉଛନ୍ତି
ONTOLOGY:
सामाजिक कार्य (Social)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଉପନୟନ ସଂସ୍କାର ଅନ୍ତର୍ଗତ ଏକ କୃତ୍ୟ ଯେଉଁଥିରେ ଆଚାର୍ଯ୍ୟ ଗାୟତ୍ରୀ ମନ୍ତ୍ରର ଉପଦେଶ ଦିଅନ୍ତି   Ex. ଉପନୟନ ସଂସ୍କାର ଅବସରରେ ପଣ୍ଡିତ ମହାଶୟ ବାଳକକୁ ଦୀକ୍ଷା ଦିଅନ୍ତି
ONTOLOGY:
सामाजिक कार्य (Social)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP