ପୁରାଣବର୍ଣ୍ଣିତ ଯେଉଁ ବ୍ୟାଧ କୃଷ୍ଣଙ୍କ ପାଦରେ ତୀରମାରି ତାଙ୍କ ଜୀବନଲୀଳା ସମାପ୍ତ କରିଥିଲେ
Ex. ଜରା ଅଜଣାଭାବେ କୃଷ୍ଣଙ୍କୁ ନିହତ କରିଥିଲେ
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)
Wordnet:
benজরা
kokजरा
sanजराः
urdجرا
ଯେଉଁ ରାକ୍ଷସୀ ବାଳକ ଜରାସନ୍ଧର ଦୁଇ ଫାଳକୁ ଯୋଡ଼ିଲା ପରେ ସେ ଜୀବିତ ହୋଇଗଲା
Ex. ମହାଭାରତରେ ଜରାର ବର୍ଣ୍ଣନା ମିଳିଥାଏ
ONTOLOGY:
पौराणिक जीव (Mythological Character) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)