Dictionaries | References

ସାରଙ୍ଗ

   
Script: Odia

ସାରଙ୍ଗ

ori.wordnet.indo | Oriya  Oriya |   | 
 noun  ଏକ ପ୍ରକାର ବଡ଼ ହରିଣ ଯାହାର ମୁଣ୍ଡରେ ଦେଖାଯାଉଥିବା ଦୁଇ ଶିଙ୍ଗରେ ଅନେକ ଶାଖା ବାହାରିଥାଏ   Ex. ଶ୍ୟାମ ଚିଡ଼ିଆଖାନାରେ ସାରଙ୍ଗକୁ ବାଦାମ ଖୁଆଉଥିଲା
ONTOLOGY:
स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
 noun  ଯେଉଁ ବଡ ମହୁମାଛି ହଳଦିଆ ରଙ୍ଗର ହୋଇଥାଏ   Ex. ଛାତ ଉପରେ ସାରଙ୍ଗର ବହୁତ ବଡ ଫେଣା ହୋଇଛି
ONTOLOGY:
कीट (Insects)जन्तु (Fauna)सजीव (Animate)संज्ञा (Noun)
Wordnet:
 noun  ଛପ୍ପୟ ଛନ୍ଦର ଷଡବିଂଶତତମ ପ୍ରକାର   Ex. କବି ସାରଙ୍ଗରେ ଏକ ଆଶୁ ରଚନା କଲେ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
Wordnet:
   see : ସାରଙ୍ଗ ରାଗ, ସାରଙ୍ଗଛନ୍ଦ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP