Dictionaries | References

ସାଧନ

   
Script: Odia

ସାଧନ

ori.wordnet.indo | Oriya  Oriya |   | 
 noun  ଯାହାଦ୍ୱାରା ବା ଯାହାସାହାଯ୍ୟରେ କୌଣସି କାର୍ଯ୍ୟଆଦି ସିଦ୍ଧ ହୁଏ   Ex. ବାହାନ ଯାତ୍ରାର ସାଧନ
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)
 noun  କୌଣସି ଜିନିଷ ତିଆରି କରିବା ବା କୌଣସି କାମ କରିବାରେ ବ୍ୟବହୃତ ବସ୍ତୁ   Ex. ସେ ବଜାରରୁ ନିଜ ପିଲାପାଇଁ କେତେ ପ୍ରକାରର ଖେଳ ସାଧନ କିଣିଲା
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  କାର୍ଯ୍ୟ ଆରମ୍ଭ କରି ଶେଷ ବା ପୂରା କରିବା କ୍ରିୟା   Ex. ସେ ଯୋଗଦ୍ୱାରା ସ୍ୱାସ୍ଥ୍ୟ ସାଧନରେ ବିଶେଷତା ହାସଲ କରିଛନ୍ତି
ONTOLOGY:
कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
   see : ଉପାୟ, ଉପକରଣ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP