ପଚାଶ ଓ ଦଶ ମିଶିଲେ
Ex. ଏହି କୋଠରୀରେ ଷାଠିଏ ଲୋକ ବସିପାରିବେ
ONTOLOGY:
संख्यासूचक (Numeral) ➜ विवरणात्मक (Descriptive) ➜ विशेषण (Adjective)
ପଚାଶ ଆଉ ଦଶ ମିଶି ମିଳୁଥିବା ସଂଖ୍ୟା
Ex. ତାଙ୍କୁ ଷାଠିଏ ବର୍ଷ ବି ପୂରିନାହିଁ, କିନ୍ତୁ ତାଙ୍କର ଅଚାନକ ମୃତ୍ୟୁ ହୋଇଗଲା
ONTOLOGY:
अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଷାଠିଏ ବର୍ଷର ଆୟୁ ବା ଗଣନାରେ ଷାଠିଏତମ ସ୍ଥାନରେ ଆସୁଥିବା ବର୍ଷ
Ex. ଜେଜେଙ୍କୁ ଏହିବର୍ଷ ଷାଠିଏ ହେଲା
ONTOLOGY:
अवधि (Period) ➜ समय (Time) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)