ମଇଦାରେ ତିଆରି ଏକ ପ୍ରକାର ପୁରି ଯାହା ଅତି ପତଳା ଓ ନରମ ହୋଇଥାଏ
Ex. ମାଆ ଲୁଚି ତିଆରି କରୁଛି
ONTOLOGY:
खाद्य (Edible) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benলাচুই
gujલચુઈ
hinलूची
kasلَچُیی
malലൂചി
tamலசுயி
telపుల్కా
urdلچُوئی
ମଇଦାରୁ ପ୍ରସ୍ତୁତ ଏକ ପତଳା ପୁରି
Ex. ଶ୍ୟାମ ଲୁଚି ଓ ତରକାରୀ ଖାଉଛି
ONTOLOGY:
खाद्य (Edible) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benচুলিক
gujચૂલિક
hinचूलिक
malചൂലിക
panਚੂਲਿਕ
urdچولک
ମଇଦାରେ ତିଆରି ହୋଇଥିବା ଗୋଟିଏ ପତଳା ନରମ ଖାଦ୍ୟ
Ex. ଲୁଚିକୁ ଘିଅରେ ଛଣା ଯାଏ
ONTOLOGY:
खाद्य (Edible) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benলুচুই
hinलुचुई
kasلوٗچی
kokलुचुई
panਮੈਦਾ ਪੂਰੀ
urdلُچُئی