ଗଳାର ଉପର ଅଙ୍ଗର ମନ୍ୟ ଭାଗ
Ex. ରାମର ମୁହଁ ଖୁସିରେ ଝଲକୁଥିଲା / ଏ ପିଲାମାନଙ୍କ ମୁହଁ ସମାନ ଦିଶୁଛି / ଆପଣ ଟିକେ ମୁହଁରୁ ଓଢ଼ଣା ଉଠାନ୍ତୁ
ONTOLOGY:
शारीरिक वस्तु (Anatomical) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ଏକ ବସ୍ତୁର ଉପର ବା ବାହାରର ଖୋଲାଥିବା ଯେଉଁ ଭାଗଦ୍ୱାରା କୌଣସି ବସ୍ତୁ ଭିତରକୁ ଯାଏ ବା ବାହାରକୁ ଆସେ
Ex. ଏହି ବୋତଲର ମୁହଁ ବହୁତ ସରୁଆ
ONTOLOGY:
भाग (Part of) ➜ संज्ञा (Noun)
କୌଣସି ଭବନ ଆଦିର ମୁଖ୍ୟ ପ୍ରବେଶ ଦ୍ୱାର
Ex. ଏହି କିଲ୍ଲାର ମୁହଁ ଉତ୍ତର ଆଡକୁ ରହିଛି
ONTOLOGY:
भौतिक स्थान (Physical Place) ➜ स्थान (Place) ➜ निर्जीव (Inanimate) ➜ संज्ञा (Noun)
କୌଣସି ବସ୍ତୁର ସାମନା ବା ଉପର ଭାଗ ବା ଯେଉଁ ଭାଗରେ ଏହାର ଉପଯୋଗ କରାଯାଏ
Ex. ଏହି କମ୍ପ୍ୟୁଟରର ମୁହଁକୁ ମୋ ଆଡକୁ ଘୁରାଇ ଦିଅ
ONTOLOGY:
भाग (Part of) ➜ संज्ञा (Noun)
ଉପର ଓ ତଳ ଓଠ ସହିତ କାହାର ଚେହେରାର ଅଂଶବିଶେଷ
Ex. ସେ ବଡ଼ବଡ଼ ହେଉଥିବା ଲୋକ ମୁହଁରେ ଗୋଟେ ଚଟକଣା ମାରିଲେ / ଶିକ୍ଷକ ଛାତ୍ରମାନଙ୍କୁ ମୁହଁରେ ଆଙ୍ଗୁଳି ରଖିବାକୁ କହିଲେ
ONTOLOGY:
शारीरिक वस्तु (Anatomical) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
ଭୋଜନର ଉପଭୋକ୍ତା ଭାବେ ଗଣାଯାଉଥିବା ବ୍ୟକ୍ତି
Ex. ତାକୁ ସାତୋଟି ମୁହଁରେ ଦାନା ଦେବାକୁ ପଡ଼ୁଛି
ONTOLOGY:
व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)