Dictionaries | References

ମାନଦଣ୍ଡ

   
Script: Odia

ମାନଦଣ୍ଡ

ori.wordnet.indo | Oriya  Oriya |   | 
 noun  ସ୍ଥିର କରାଯାଇଥିବା ମାନ ବା ମାପ ଯାହା ଅନୁସାରେ କୌଣସି ଯୋଗ୍ୟତା, ଶ୍ରେଷ୍ଠତା, ଗୁଣଆଦିର ଅନୁମାନ ବା କଳ୍ପନା କରାଯାଏ   Ex. ଭାରତରେ ଶିକ୍ଷାର ମାନଦଣ୍ଡ ଆଗ ଅପେକ୍ଷା ସୁଧୁରିଛି
ONTOLOGY:
संकल्पना (concept)अमूर्त (Abstract)निर्जीव (Inanimate)संज्ञा (Noun)
 noun  ମଧ୍ୟମାନ ବା ପରିବର୍ତ୍ତନଶୀଳ ପରିସଂଖ୍ୟାନ ଭଳି କୌଣସି ମାତ୍ରା ଯାହା ସାଂଖ୍ୟିକୀୟ ଜନସଂଖ୍ୟାର ବିଶେଷତା ବତାଏ ଏବଂ ଯାହାର ନମୁନା ଡେଟାରୁ ଗଣନା କରି ଆକଳନ କରାଯାଇପାରେ   Ex. ଡାଇବେଟିସର ଗ୍ଲାଇକୋସିଲେଟେଜ ହିମୋଗ୍ଲୋବିନ୍ ନିମନ୍ତେ ସାମାନ୍ୟ ମାନଦଣ୍ଡ ଚାରିରୁ ଛଅ ପ୍ରତିଶତ
ONTOLOGY:
अमूर्त (Abstract)निर्जीव (Inanimate)संज्ञा (Noun)
Wordnet:

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP