Dictionaries | References

ମଧୁମେହ

   
Script: Odia

ମଧୁମେହ

ori.wordnet.indo | Oriya  Oriya |   | 
 noun  ବାରମ୍ବାର ଓ ଅଳ୍ପଅଳ୍ପ ପରିସ୍ରା ହେଉଥିବା ଏବଂ ପରିସ୍ରା ସହିତ ଶରୀରରୁ ଶର୍କରା ବା ଚିନିର କିଛି ଅଂଶ ବାହାରିଯାଉଥିବା ରୋଗ   Ex. ମଧୁମେହରେ ପୀଡ଼ିତ ବ୍ୟକ୍ତିର ମିଠା ଖାଇବା ଉଚିତ ନୁହେଁ
SYNONYM:
ଡାଇବେଟିସ୍‌
 adjective  ଯାହାକୁ ମଧୁମେହ ରୋଗ ହୋଇଛି   Ex. ଡାକ୍ତରଙ୍କ ପାଖରେ ମଧୁମେହ ରୋଗୀମାନଙ୍କର ଭିଡ଼ ହୋଇଛି
MODIFIES NOUN:
ONTOLOGY:
संबंधसूचक (Relational)विशेषण (Adjective)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP