ଜୋତାର ତଳ ସିଲେଇ କରିବାପାଇଁ ବ୍ୟବହାର ହେଉଥିବା ଏକ ପ୍ରକାର ଉପକରଣ
Ex. ମୋଚି ମଝୋଲାରେ ଜୋତାର ତଳ ସିଲେଇ କରୁଛି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
benমাঝেলা
gujમઝેલા
malകുത്താണി
tamமஜேரா
urdمجیھیلا
ଚମଡ଼ାର ରାଡ଼ୁରାଡ଼ୁଆ ଗୁଣ ଦୂର କରିବାପାଇଁ ବ୍ୟବହୃତ କାଠ ମୁଠା ଲାଗିଥିବା ଏକ ହତିଆର
Ex. ମୋଚି ମଝୋଲାରେ ଚମଡ଼ାକୁ ରଗଡ଼ୁଛି
ONTOLOGY:
मानवकृति (Artifact) ➜ वस्तु (Object) ➜ निर्जीव (Inanimate) ➜ संज्ञा (Noun)
Wordnet:
panਖਬੀਲ
tamமஜேலா
urdمجھیلا