Dictionaries | References

ପୃଥିବୀ

   
Script: Odia

ପୃଥିବୀ

ori.wordnet.indo | Oriya  Oriya |   | 
 noun  ସୌରଜଗତର ସେହିଗ୍ରହ ଯାହା ଉପରେ ଆମେ ସବୁ ବାସ କରୁଛୁଁ   Ex. ଚନ୍ଦ୍ର ପୃଥିବୀର ଏକ ଉପଗ୍ରହ / ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ପୃଥିବୀ ଶେଷନାଗଙ୍କ ଫଣା ଉପରେ ତିଷ୍ଠି ରହିଛି
HOLO MEMBER COLLECTION:
MERO COMPONENT OBJECT:
ONTOLOGY:
प्राकृतिक वस्तु (Natural Object)वस्तु (Object)निर्जीव (Inanimate)संज्ञा (Noun)
 noun  ହିନ୍ଦୁ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଜଣେ ଦେବୀ ଯେ ସମଗ୍ର ସଂସାରକୁ ଧାରଣ କରିଛନ୍ତି   Ex. ଧର୍ମଗ୍ରନ୍ଥରେ ପୃଥିବୀଙ୍କୁ ଭଗବାନ ବିଷ୍ଣୁଙ୍କ ପତ୍ନୀ ବୋଲି କୁହାଯାଇଛି
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
 noun  ସତର ବର୍ଣ୍ଣ ବିଶିଷ୍ଟ ଗୋଟିଏ ବର୍ଣ୍ଣବୃତ୍ତ   Ex. ପୃଥିବୀର ଅଷ୍ଟମ, ନବମ ବର୍ଣ୍ଣରେ ଯତି ଏବଂ ଶେଷରେ ଲଘୁଗୁରୁ ହୁଏ
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
 noun  ସେହି ଆଧାର ବା ଭୂପୃଷ୍ଠର ଉପରିଭାଗ ଯାହା ଉପରେ ଚିତ୍ର-ବିଚିତ୍ର ଆଦି କଢ ,ଫୁଲରେ ତିଆରି ହୋଇଥାଏ   Ex. ପୃଥିବୀ ଉପରେ ରଙ୍ଗବେରଙ୍ଗର ଗୋଲାପ ଭଲ ଲାଗୁଛି
ONTOLOGY:
भौतिक स्थान (Physical Place)स्थान (Place)निर्जीव (Inanimate)संज्ञा (Noun)
Wordnet:
   see : ଭୂଇଁ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP