Dictionaries | References

ପାଠ୍ୟକ୍ରମ

   
Script: Odia

ପାଠ୍ୟକ୍ରମ

ori.wordnet.indo | Oriya  Oriya |   | 
 noun  ପରୀକ୍ଷାରେ ପାଶ୍‌ କରିବାପାଇଁ ଯେଉଁ ପାଠ୍ୟପୁସ୍ତକର ସମୂହ ବା କ୍ରମ ଅନୁଯାୟୀ ପରୀକ୍ଷାର୍ଥୀମାନଙ୍କୁ ସବୁ ପୁସ୍ତକ ପଢ଼ିବାକୁ ପଡ଼େ   Ex. କେନ୍ଦ୍ରୀୟ ବୋର୍ଡ଼ର ପାଠ୍ୟକ୍ରମ ପ୍ରାଦେଶିକ ବୋର୍ଡ଼ର ପାଠ୍ୟକ୍ରମଠାରୁ ପୃଥକ
ONTOLOGY:
जानकारी (information)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
ପାଠ୍ୟଖସଡ଼ା ସିଲାବସ୍‌
 noun  କୌଣସି ସଂସ୍ଥା ଦ୍ୱାରା ଦିଆଯାଉଥିବା ସବୁ ପରିକ୍ଷାର୍ଥୀଙ୍କ ପାଇଁ ନିର୍ଦ୍ଧାରିତ ପୁସ୍ତକଗୁଡିକର ବିବରଣଯୁକ୍ତ ନାମାବଳୀ   Ex. ଏପର୍ଯ୍ୟନ୍ତ ମୋତେ ଏମ.ଏ ହିନ୍ଦୀର ପାଠ୍ୟକ୍ରମର ସୂଚନା ମିଳିନାହିଁ
ONTOLOGY:
जानकारी (information)अमूर्त (Abstract)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP