ସଂସ୍କୃତ ବ୍ୟାକରଣରେ ଧାତୁ ସହ ସଂଯୁକ୍ତ ହେଉଥିବା ଦୁଇଟି ପ୍ରତ୍ୟୟମଧ୍ୟରୁ ଗୋଟିଏ ପ୍ରତ୍ୟୟ ଯାହା ସଂଯୁକ୍ତ ହେଲାପରେ ଗଠିତ ହେଉଥିବା କ୍ରିୟାପଦର କାର୍ଯ୍ୟ ଫଳ ଅନ୍ୟକୁ ମିଳିଥାଏ
Ex. ନମ୍ ଧାତୁରେ ତି ପ୍ରତ୍ୟୟ ଯୁକ୍ତ ହେଲାପରେ ନମତି ପରସ୍ମୈପଦ ହୁଏ
ONTOLOGY:
गुणधर्म (property) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benপরস্মৈপদ
gujપરસ્મૈપદ
hinपरस्मैपद
sanपरस्मैपदम्
urdپَرَسمےپَد