Dictionaries | References

ନ୍ୟାୟ

   
Script: Odia

ନ୍ୟାୟ

ori.wordnet.indo | Oriya  Oriya |   | 
 noun  ଛଅଟି ଦର୍ଶନମଧ୍ୟରୁ କୌଣସି ବସ୍ତୁ ସମ୍ପର୍କିତ ଯଥାର୍ଥ ଜ୍ଞାନପାଇଁ ପ୍ରଦତ୍ତ ମତ ବା ବିଚାରର ଉଚିତ ବିବେଚନା କରାଯାଇଥିବା ଗୋଟିଏ ଦର୍ଶନ   Ex. ପଣ୍ଡିତ ରାମଶଙ୍କର ମହାଶୟ ନ୍ୟାୟର ଏକ ବଡ଼ ଜ୍ଞାନୀ
HOLO MEMBER COLLECTION:
ONTOLOGY:
ज्ञान (Cognition)अमूर्त (Abstract)निर्जीव (Inanimate)संज्ञा (Noun)
 noun  ଏହି କଥା ଯାହା ଉଚିତ୍‌ ବା ନିୟମର ଅନୁକୂଳ   Ex. ଭଗବାନ ଏତେ ସଚ୍ଚୋଟ ଲୋକ ସହିତ ମଧ୍ୟ ନ୍ୟାୟ କଲେନାହିଁ
HOLO MEMBER COLLECTION:
ସପ୍ତ ସଦଗୁଣ
ONTOLOGY:
मनोवैज्ञानिक लक्षण (Psychological Feature)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
mniꯑꯆꯨꯝꯕ꯭ꯋꯥꯌꯦꯜ
urdانصاف , عدل
 noun  କୌଣସି ବ୍ୟବହାର ବା ମୋକଦ୍ଦମାରେ ଦୋଷୀ ଓ ନିର୍ଦ୍ଦୋଷୀ ବା ଅଧିକାରୀ ଓ ଅନଧିକାରୀଆଦିର ବିଚାର ପୂର୍ବକ ନିର୍ଦ୍ଧାରଣ   Ex. ଆଧୁନିକ ଯୁଗରେ ନ୍ୟାୟ ମଧ୍ୟ ବିକ୍ରି ହୁଏ / ନ୍ୟାୟାଳୟର ନ୍ୟାୟ ଉପରେ ମଧ୍ୟ ବିଶ୍ୱାସ ନାହିଁ
ONTOLOGY:
शारीरिक कार्य (Physical)कार्य (Action)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
mniꯑꯆꯨꯝꯕ꯭ꯋꯥꯌꯦꯜ
urdانصاف , عدل , فیصلہ
   see : ନୀତି

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP