Dictionaries | References

ଦୁର୍ଭିକ୍ଷ

   
Script: Odia

ଦୁର୍ଭିକ୍ଷ

ori.wordnet.indo | Oriya  Oriya |   | 
 noun  ଏଭଳି ସମୟ ଯେତେବେଳେ ବହୁତ କଷ୍ଟରେ ଅନ୍ନ ମିଳେ   Ex. ଦୁର୍ଭିକ୍ଷରୁ ରକ୍ଷା ପାଇବାପାଇଁ ସରକାର ଏକ ନୂଆ ଯୋଜନା ତିଆରି କରୁଛନ୍ତି
ONTOLOGY:
समय (Time)अमूर्त (Abstract)निर्जीव (Inanimate)संज्ञा (Noun)
SYNONYM:
 noun  ଖାଦ୍ୟର ଅଭାବରେ ଲୋକେ ଭୋକରେ ମରୁଥିବା ଅବସ୍ଥା   Ex. ଦୈବୀ ଆପଦ କାରଣରୁ ବହୁତ ଗ୍ରାମବାସୀ ଦୁର୍ଭିକ୍ଷର ଶିକାର ହୋଇଗଲେ
ONTOLOGY:
अवस्था (State)संज्ञा (Noun)
SYNONYM:
ଅନାହର ମୃତ୍ୟୁ
Wordnet:
bdउखैजाना थैनाय
kanಹೊಟ್ಟೆಗಿಲ್ಲದ ಸ್ಥಿತಿ
kasفاقہٕ کٔشی
mniꯆꯥꯅꯤꯡꯉꯥꯏ꯭ꯂꯩꯇꯗꯨꯅ꯭ꯁꯤꯕ
urdبھوک مری , قحط زدگی
 noun  ଅନ୍ନର ଅଭାବ   Ex. ଦୁର୍ଭିକ୍ଷରେ ସେ ଉଚ୍ଛିଷ୍ଟ ଖାଇ ଜୀବିତ ଥିଲେ
ONTOLOGY:
भौतिक अवस्था (physical State)अवस्था (State)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP