Dictionaries | References

ଝାଡ଼ିବା

   
Script: Odia

ଝାଡ଼ିବା

ori.wordnet.indo | Oriya  Oriya |   | 
 verb  କୌଣସି ଜିନିଷ ଉପରେ ପଡ଼ିଥିବା ଧୂଳିଆଦିକୁ ହଟାଇବା ନିମନ୍ତେ ତାକୁ ଉଠାଇ ଝାଡ଼ିଦେବା   Ex. ସେ ବିଛଣା ଝାଡ଼ୁଛି
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
 verb  ରୋଗ ବା ପ୍ରେତବାଧା ଦୂର କରିବାପାଇଁ ଝାଡ଼ୁଥିବାବେଳେ ମନ୍ତ୍ରପଢ଼ି ଫୁଙ୍କିବା   Ex. ଗୁଣିଆ ସେହି ଲୋକକୁ ଝାଡ଼ୁଛି
ONTOLOGY:
कार्यसूचक (Act)कर्मसूचक क्रिया (Verb of Action)क्रिया (Verb)
   see : ଓଳାଇବା, ଓଳାଇବା, ଫୁଙ୍କିବା, ହାଙ୍କିମରିବା

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP