Dictionaries | References ଚ ଚକ୍କର Script: Odia Meaning Related Words Rate this meaning Thank you! 👍 ଚକ୍କର ori.wordnet.indo | Oriya Oriya | | noun ଯେଉଁ ଶାରୀରିକ ଅବସ୍ଥାରେ କୌଣସି କାରଣରୁ ଏପରି ଜଣାପଡ଼େ ଯେ ସବୁକିଛି ଗୋଲ ଗୋଲ ଘୂରୁଛି ବା ଶରୀର ଘୂରୁଛି Ex. ବେଳେବେଳେ କିଛି ନଖାଇ ନପିଇ ରହିଲେ ଚକ୍କର ଆସେ ONTOLOGY:शारीरिक अवस्था (Physiological State) ➜ अवस्था (State) ➜ संज्ञा (Noun) SYNONYM:ମୁଣ୍ଡ ବୁଲାଇବାWordnet:benমাথা ঘোরা kokघुंवळ marघेरी sanभ्रमः noun ଯେଉଁ ଅବସ୍ଥାରେ କେହି ଫାନ୍ଦରେ ପଡ଼ି ଯାଏ ବା ପାଣିରେ ହେଉଥିବା ଭଉଁରୀର ଲାକ୍ଷଣିକ ପ୍ରୟୋଗ Ex. ପଇସା ଚକ୍କରରେ ପ୍ରତ୍ୟେକ ବ୍ୟକ୍ତି ଫସି ଯାଇଛନ୍ତି ONTOLOGY:अवस्था (State) ➜ संज्ञा (Noun) SYNONYM:ଭଉଁରୀ ଆବର୍ତ୍ତWordnet:gujભંવર kokभंवरो panਭੰਵਰ urdبھنور , چکر see : ଚକ୍ରାନ୍ତ, ଘୁରାଘୁରି Comments | अभिप्राय Comments written here will be public after appropriate moderation. Like us on Facebook to send us a private message. TOP