ଗଳାରେ ହେଉଥିବା ଏକ ଭୟଙ୍କର ରୋଗ
Ex. ବେଳେବେଳେ ଗଳଗଣ୍ଡରେ ଶ୍ୱାସରୁଦ୍ଧଯୋଗୁଁ ରୋଗୀ ମରିଯାଏ
ONTOLOGY:
रोग (Disease) ➜ शारीरिक अवस्था (Physiological State) ➜ अवस्था (State) ➜ संज्ञा (Noun)
ଚତୁଷ୍ପଦୀଙ୍କୁ ହେଉଥିବା ଗୋଟିଏ ରୋଗ
Ex. ଏହି ବଳଦକୁ ଗଳଗଣ୍ଡ ହୋଇଛି
ONTOLOGY:
रोग (Disease) ➜ शारीरिक अवस्था (Physiological State) ➜ अवस्था (State) ➜ संज्ञा (Noun)
ଗଳାରେ ଗଣ୍ଠି ହେବାର ଏକ ରୋଗ
Ex. ଡାକ୍ତର ଗଳଗଣ୍ଡର ଚିକିତ୍ସାପାଇଁ ଅପରେସନ କରିବାକୁ କହିଲେ
ONTOLOGY:
रोग (Disease) ➜ शारीरिक अवस्था (Physiological State) ➜ अवस्था (State) ➜ संज्ञा (Noun)
ବେକରେ ବାହାରୁଥିବା ଗିଲିଟି
Ex. ଶୀଲାର ଗଳଗଣ୍ଡ ଅପରେସନ କରାଇବାକୁ ପଡ଼ିଲା
ONTOLOGY:
रोग (Disease) ➜ शारीरिक अवस्था (Physiological State) ➜ अवस्था (State) ➜ संज्ञा (Noun)
ଚତୁଷ୍ପ୍ଦମାନଙ୍କ ଗଳାରେ ହେଉଥିବା ଏକ ରୋଗ
Ex. ଗଳଗଣ୍ଡରେ ପୀଡିତ ଗାଈ କିଛି ଖାଇବା ପିଇବା କରିପାରିନଥାଏ