ଗଣନାର କୋଡ଼ିଏ ଜାଗାରେ ଆସୁଥିବା ଶବ୍ଦ୍
Ex. ଆଜିଠାରୁ ଠିକ୍ କୋଡ଼ିଏ ଦିନ ପରେ ଦୀପାବଳୀ
MODIFIES NOUN:
ତତ୍ତ୍ୱ ଅବସ୍ଥା ପ୍ରକ୍ରିୟା
ONTOLOGY:
संख्यासूचक (Numeral) ➜ विवरणात्मक (Descriptive) ➜ विशेषण (Adjective)
Wordnet:
asmবিংশতি
bdनैजिथि
benকুড়িতম
gujવીસમું
hinबीसवाँ
kanಇಪ್ಪತ್ತನೇ
kasوُہِم , ۲٠ , 20
kokविसावो
malഇരുപതാം
marविसावा
mniꯀꯨꯟꯁꯨꯕ
nepबीसौं
panਵੀਹਵਾਂ
sanविंशतितम
tamஇருபதாவது
telఇరవైయైన
urdبیسویں , ۰۲ویں
ଦଶ ଏବଂ ଦଶ
Ex. ସୀତା ଏବେ କୋଡ଼ିଏ ବର୍ଷର ହୋଇଗଲା
MODIFIES NOUN:
ତତ୍ତ୍ୱ ଅବସ୍ଥା ପ୍ରକ୍ରିୟା
ONTOLOGY:
संख्यासूचक (Numeral) ➜ विवरणात्मक (Descriptive) ➜ विशेषण (Adjective)
Wordnet:
asmবিশ
bdनैजि
benকুড়ি
gujવીસ
hinबीस
kanಇಪ್ಪತ್ತು
kasوُہہ , ۲٠ , 20
kokवीस
malഇരുപത്
marवीस
mniꯀꯨꯟ
nepबीस
panਵੀਹ
sanविंशति
telఇరవై
urdبیس , 20
ଦଶରେ ଦଶ ମିଶିଲେ ମିଳୁଥିବା ସଂଖ୍ୟା
Ex. ଅଠରରେ ଦୁଇ ମିଶିଲେ କୋଡ଼ିଏ ହୁଏ
ONTOLOGY:
अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
asmবিশ
benকুড়ি
gujવીસ
kasوُہ , ۲٠ , 20
kokवीस
nepबीस
sanविंशतिः
telఇరవై
କୋଡ଼ିଏଟି ବସ୍ତୁ ଆଦିର ବର୍ଗ ବା ସମାହାର
Ex. ମୋତେ ବର୍ତ୍ତମାନ ମୋଟାମୋଟି କୋଡ଼ିଏଟି କପଡ଼ା ଧୋଇବାକୁ ପଡ଼ିବ
ONTOLOGY:
समूह (Group) ➜ संज्ञा (Noun)
Wordnet:
benদাগ লাগা
gujવીસી
hinबीसी
kasوُہ تِرٚہ
sanविंशतिवर्गः
urdبیسی , کوڑی