ଯେ କାଶ୍ମୀର ସହିତ ସମ୍ବନ୍ଧିତ ବା କାଶ୍ମୀରର
Ex. ତା ମୁଣ୍ଡରେ କାଶ୍ମୀରୀ ଟୋପି ଶୋଭା ପାଉଥିଲା
ONTOLOGY:
संबंधसूचक (Relational) ➜ विशेषण (Adjective)
କାଶ୍ମୀର ରାଜ୍ୟର ଭାଷା
Ex. ସେ କାଶ୍ମୀରୀ ଭାଷାରେ କଥାବାର୍ତ୍ତା କରନ୍ତି
ONTOLOGY:
भाग (Part of) ➜ संज्ञा (Noun)
କାଶ୍ମୀର ରାଜ୍ୟ ନିବାସୀ
Ex. ଆଜି ପ୍ରତ୍ୟେକ କାଶ୍ମୀରୀ-ବାସୀ ଆତଙ୍କବାଦର ଛାୟାରେ ଜୀବନଯାପନ କରୁଛନ୍ତି
ONTOLOGY:
व्यक्ति (Person) ➜ स्तनपायी (Mammal) ➜ जन्तु (Fauna) ➜ सजीव (Animate) ➜ संज्ञा (Noun)