Dictionaries | References

କର୍ଣ୍ଣ

   
Script: Odia

କର୍ଣ୍ଣ

ori.wordnet.indo | Oriya  Oriya |   | 
 noun  ଯେଉଁ ରେଖା ଚତୁର୍ଭୁଜରେ ତେର୍ଚ୍ଛା ଭାବରେ ପଡ଼ିଥିବା ସାମ୍ନାସାମ୍ନି ଥିବା ବିନ୍ଦୁକୁ ମିଶାଏ ଏବଂ ସେହି ଚତୁର୍ଭୁଜକୁ ଦୁଇଟି ତ୍ରିଭୁଜରେ ବିଭକ୍ତ କରେ   Ex. ଏହି ଚତୁର୍ଭୁଜରେ କର୍ଣ୍ଣର ଲମ୍ବ ୫ସେଣ୍ଟିମିଟର
ONTOLOGY:
गुणधर्म (property)अमूर्त (Abstract)निर्जीव (Inanimate)संज्ञा (Noun)
Wordnet:
urdوتر , وہ خط جومستطیل شکل کےدو بالمقابل زاویوں کوملاتاہو , ترچھا قطر
 noun  କୁନ୍ତୀଙ୍କର ସବୁଠାରୁ ବଡ଼ ପୁତ୍ର ଯେ ବହୁତ ଦାନୀ ଥିଲେ ଏବଂ ଜନ୍ମ ନେବା ମାତ୍ରକେ ଯାହାଙ୍କୁ କୁନ୍ତୀ ତ୍ୟାଗ କରିଥିଲେ   Ex. କର୍ଣ୍ଣଙ୍କ ଦାନବୀରତାର କାହାଣୀ ଆଜିବି ଲୋକେ ବଡ଼ ଆଗ୍ରହରେ ଶୁଣନ୍ତି ଓ ପଢନ୍ତି
ONTOLOGY:
पौराणिक जीव (Mythological Character)जन्तु (Fauna)सजीव (Animate)संज्ञा (Noun)
 noun  ସମକୋଣ ତ୍ରିଭୁଜର ସମକୋଣ ସମ୍ମୁଖରେ ଥିବା ବାହୁ   Ex. ଏହି ତ୍ରିଭୁଜର କର୍ଣ୍ଣର ଲମ୍ବ ମାପି ଲେଖ
ONTOLOGY:
मानवकृति (Artifact)वस्तु (Object)निर्जीव (Inanimate)संज्ञा (Noun)
 noun  କୌଣସି ତିନିକୋଣିଆ ପାର୍ଶ୍ବ ଭାଗ   Ex. ଏହି ତ୍ରିକୋଣର କର୍ଣ୍ଣ ଭୂମିଠାରୁ ବଡ
ONTOLOGY:
भाग (Part of)संज्ञा (Noun)
   see : କାନ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP