Dictionaries | References

ଐତିହାସିକ

   
Script: Odia

ଐତିହାସିକ

ori.wordnet.indo | Oriya  Oriya |   | 
 adjective  ଯାହା ଇତିହାସରେ ଅଛି   Ex. ସିପାହୀ ବିଦ୍ରୋହ ଏକ ଐତିହାସିକ ଘଟଣା
ONTOLOGY:
संबंधसूचक (Relational)विशेषण (Adjective)
 adjective  ଇତିହାସ ସହିତ ସମ୍ବନ୍ଧିତ ବା ଇତିହାସର   Ex. ସେ ଐତିହାସିକ କଥା ଶୁଣିବାକୁ ପସନ୍ଦ କରେ
ONTOLOGY:
संबंधसूचक (Relational)विशेषण (Adjective)
 noun  ଇତିହାସରେ ପ୍ରବୀଣ ଯେଉଁ ବ୍ୟକ୍ତି ଇତିହାସ ଅଧ୍ୟୟନ କରିଛନ୍ତି ବା କରନ୍ତି ଓ ଏହାସହିତ ସମ୍ବନ୍ଧିତ ବିଷୟଗୁଡ଼ିକର ଉଲ୍ଲେଖ କରନ୍ତି   Ex. ଡକ୍ଟର ସର୍ବପଲ୍ଲୀ ଗୋପାଳ ଜଣେ ପ୍ରସିଦ୍ଧ ଐତିହାସିକ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP