ଖାଇସାରିଲା ପରେ ହାତ ମୁହଁ ଧୁଏଇବା ଏବଂ କୁଳି କରାଇବା
Ex. ମାଁ ପିଲାଙ୍କୁ ଆଞ୍ଚେଇ ଦେଉଥିଲେ
ONTOLOGY:
() ➜ कर्मसूचक क्रिया (Verb of Action) ➜ क्रिया (Verb)
Wordnet:
mniꯃꯆꯤꯟ꯭ꯇꯦꯡꯕꯤꯕ
urdاچانا , اچوانا , انچوانا
ପୂଜା ବା ଧର୍ମ ସମ୍ବନ୍ଧୀୟ କାମ ନିମନ୍ତେ ଡାହାଣ ହାତରେ କିଛି ଜଳ ନେଇ ମନ୍ତ୍ର ପଢ଼ୁଥିବା ଅବସ୍ଥାରେ ପିଇବା ପ୍ରକ୍ରିୟା
Ex. ପଣ୍ଡିତ ମହାଶୟ ମନ୍ତ୍ର ପଢ଼ୁପଢ଼ୁ ଆଚମନ କରିବାକୁ କହିଲେ
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ଭୋଜନ ଅନ୍ତେ ଆଚମନ
Ex. ଆଚମନ ପରେ ଜେଜେ ଆରାମ କରିବାକୁ ଗଲେ
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
ପାଣି ପିଇବା ଅବା ପିଆଇବା କାମ
Ex. କିଛି ଲୋକ ଭୋଜନ ସହିତ ଆଚମନକୁ ପାଚନ କ୍ରିୟାର ବିରୋଧ ବୋଲି ମତ ଦିଅନ୍ତି
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)