Dictionaries | References

ଅନ୍ତର୍ଧାରା

   
Script: Odia

ଅନ୍ତର୍ଧାରା

ori.wordnet.indo | Oriya  Oriya |   | 
 noun  କୌଣସି ବର୍ଗ ବା ସମାଜର ଭିତରେ ଭିତରେ ବିସ୍ତାର ଲାଭ କରୁଥିବା ଏଭଳି ଧାରଣା ବା ବିଚାର ଯାହାର ଠିକଣା ସାଧାରଣତଃ ଉପର ସ୍ତରରେ ଜଣା ପଡ଼େ ନାହିଁ   Ex. କୌଣସି ସମାଜରେ ବିସ୍ତାର ଲାଭ କରୁଥିବା ଅନ୍ତର୍ଧାରାକୁ ବୁଝିବା କଠିନ ହୋଇଥାଏ
ONTOLOGY:
संकल्पना (concept)अमूर्त (Abstract)निर्जीव (Inanimate)संज्ञा (Noun)
 noun  ନଦୀ, ସମୁଦ୍ର ଆଦିରେ ଜଳର ଉପରସ୍ତରର ତଳେ ବହୁଥିବା ଧାରା   Ex. କାଠଗଣ୍ଡିଟି ଅନ୍ତର୍ଧାରାସହିତ ଭାସୁଛି
ONTOLOGY:
वस्तु (Object)निर्जीव (Inanimate)संज्ञा (Noun)

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP