ସୁଗନ୍ଧିତ ପଦାର୍ଥଦ୍ୱାରା ବସ୍ତ୍ରଗୁଡ଼ିକୁ ସୁବାସିତ କରିବାର କ୍ରିୟା
Ex. ସୀମା ଅନୁବାସନ ବିନା ଲୁଗା ପିନ୍ଧେ ନାହିଁ
ONTOLOGY:
शारीरिक कार्य (Physical) ➜ कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
benঅনুবাসন
gujઅનુવાસન
hinअनुवासन
malസുഗന്ധംപൂശല്
panਅਨੁਵਾਸਨ
ତରଳ ଔଷଧ ଶରୀରରେ ପହଞ୍ଚାଇବାର କ୍ରିୟା
Ex. ଅନୀମା ଏକ ପ୍ରକାରର ଅନୁବାସନ
ONTOLOGY:
कार्य (Action) ➜ अमूर्त (Abstract) ➜ निर्जीव (Inanimate) ➜ संज्ञा (Noun)
Wordnet:
malകുത്തിവയ്പ്പ്
urdعرق رسانی