Dictionaries | References

ଅଧିକାରୀ

   
Script: Odia

ଅଧିକାରୀ     

ori.wordnet.indo | Oriya  Oriya
noun  କୌଣସି ଉଚ୍ଚ ପଦରେ କାର୍ଯ୍ୟରତ କର୍ମଚାରୀ   Ex. ଶ୍ୟାମର ବାପା ସୈନ୍ୟ ବିଭାଗରେ ଜଣେ ବହୁତ ବଡ଼ ଅଧିକାରୀ ଅଛନ୍ତି
HOLO MEMBER COLLECTION:
ଅଧିକାରୀବର୍ଗ
HYPONYMY:
ପଦାଧିକାରୀ ଉଚ୍ଚ ଅଧିକାରୀ ଜିଲ୍ଲାପାଳ ଦପ୍ତରି ଥାନାଧିକାରୀ ନଗରପାଳ ଖଣି ଅଫିସର ତହସିଲଦାର ସେନାପତି ରାଜଦୂତ ସୁବେଦାର ଦୁର୍ଗପତି କୁଳପତି ମାଜିଷ୍ଟ୍ରେଟ ମହାପ୍ରବନ୍ଧକ ଆୟକର ଅଧିକାରୀ କମିଶନର ଉପକୁଳପତି ଚିକିତ୍ସା ଅଧିକାରୀ ଲାଟ୍‌ ସାହାବ କୋଷାଧ୍ୟକ୍ଷ ନିର୍ଦ୍ଦେଶକ ଅନୁମତିଦାତା ଫୌଜଦାର ଜାହାଜ ନିରୀକ୍ଷକ ବ୍ରିଗେଡ଼ିୟର ଜେନେରାଲ ଅଭିଲେଖପାଳ ମେଜର ପ୍ରମୁଖ ଜେନେରାଲ କ୍ୟାପଟେନ୍ ଅଶ୍ୱାଧ୍ୟକ୍ଷ କର ଆଦାୟକାରୀ ଯୁଗ୍ମ ଅଧୀକ୍ଷକ ଜେଲର ଉପନିର୍ଦ୍ଦେଶକ ପ୍ରବନ୍ଧ ନିର୍ଦେଶକ. ପ୍ରବନ୍ଧ ନିର୍ଦେଶକ ପ୍ରବନ୍ଧ ନିର୍ଦ୍ଦେଶକ ସେନାଧିକାରୀ ନିୟନ୍ତ୍ରକ ଏବଂ ମହାଲେଖ ପରୀକ୍ଷକ ମହାଲେଖ ପରୀକ୍ଷକ ଲୋକ ଆୟୁକ୍ତ ନିୟନ୍ତ୍ରକ ତଥା ମହାଲେଖା ପ୍ରବନ୍ଧକ ଆୟୁକ୍ତ ପୁଲିସ ମହାନିରୀକ୍ଷକ ପୁଲିସ ଅଧିକ୍ଷକ ଗଭର୍ଣ୍ଣର
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
SYNONYM:
ହାକିମ୍‌ ଅଫିସର୍‌
Wordnet:
asmবিষয়া
bdमावखगिरि
benআধিকারীক
gujઅધિકારી
hinअधिकारी
kanಅಧಿಕಾರಿ
kasاَفسر , حٲکِم
kokअधिकारी
malഅധികാരമുള്ളവന്‍
marअधिकारी
mniꯐꯝꯅꯥꯏꯕ
nepअधिकारी
panਅਧਿਕਾਰੀ
sanअधिकारी
tamஅதிகாரி
telఅధికారి
urdافسر , حاکم , عامل , امیر , عمال , عہدےدار , اہل کار , بااختیارملازم
adjective  ଯାହାକୁ ଅଧିକାର ଦିଆଯାଇଛି କିମ୍ବା ଯାହାଙ୍କର କିଛି କରିବା ବା ପାଇବାର ଅଧିକାର ଅଛି   Ex. ଜେଜେମା’ଙ୍କ ଇଚ୍ଛାପତ୍ର ଅନୁସାରେ ରାମ ମଧ୍ୟ ଏହି ଘରେ ରହିବାର ଅଧିକାରୀ
MODIFIES NOUN:
ବ୍ୟକ୍ତି
ONTOLOGY:
संबंधसूचक (Relational)विशेषण (Adjective)
SYNONYM:
ଅଧିକାର ପ୍ରାପ୍ତ ଅଧିକାର ଯୁକ୍ତ ହକଦାର
Wordnet:
asmঅধিকাৰী
bdमोनथाय
benঅধিকারী
gujઅધિકારિક
hinअधिकारी
kanಅಧಿಕಾರ
kasحقدار
kokअधिकारी
malഅധികാരപ്പെട്ട
mniꯍꯛ꯭ꯂꯩꯕꯃꯤ
nepअधिकारी
panਹੱਕਦਾਰ
telయజమానియైన
urdحق دار , قابض
noun  ଉପଯୁକ୍ତ ପାତ୍ର   Ex. ମାତାପିତାଙ୍କ ଚିତାକୁ ନିଆଁ ଦେବାର ପ୍ରଥମ ଅଧିକାରୀ ସେମାନଙ୍କ ପୁଅ ହୋଇଥାଏ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
Wordnet:
kasحق دار
mniꯍꯛ꯭ꯂꯩꯕ꯭ꯃꯤꯁꯛ
tamதகுந்தவர்
urdمستحق , مستوجب
noun  ଯାହାଙ୍କୁ କିଛି ବିଶେଷ ଯୋଗ୍ୟତା ବା କ୍ଷମତା ମିଳିଛି   Ex. ଏମାନଙ୍କ ମଧ୍ୟରୁ କେହି ବି ଏହି ଚାକିରିର ଅଧିକାରୀ ନୁହନ୍ତି
HYPONYMY:
ମନ୍ତ୍ରୀ ସୁପରିନଟେଣ୍ଡେଟ
ONTOLOGY:
व्यक्ति (Person)स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
Wordnet:
asmবিষয়া
bdमोनथायगिरि
kasلایق نفر
malയോഗ്യൻ
sanअधिकारी
tamஉரிமையாளன்
urdلائق , سزاوار , مستحق
See : ମାଲିକ

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP