Dictionaries | References

ସିଂହ

   
Script: Odia

ସିଂହ

ori.wordnet.indo | Oriya  Oriya |   | 
 noun  ଜ୍ୟୋତିଷ ଶାସ୍ତ୍ରର ଦ୍ୱାଦଶ ରାଶିମାନଙ୍କ ମଧ୍ୟରୁ ପଞ୍ଚମ ରାଶି ଯେଉଁଥିରେ ସମ୍ପୂର୍ଣ୍ଣ ମଘା, ପୂର୍ବା ଫାଲ୍‌ଗୁନୀ ତଥା ଉତ୍ତରା ଫାଲ୍‌ଗୁନୀର ପ୍ରଥମ ପାଦ ଅଛି   Ex. ଏବେ ସୂର୍ଯ୍ୟ ସିଂହରେ ଅଛନ୍ତି
HOLO MEMBER COLLECTION:
ONTOLOGY:
समूह (Group)संज्ञा (Noun)
Wordnet:
 noun  ବିଲେଇ ବର୍ଗର ସବୁଠାରୁ ହିଂସ୍ର ବଣୁଆ ପୁରୁଷ ପଶୁ ଯାହାର ବେକ ଲମ୍ବାବାଳରେ ପୂର୍ଣ୍ଣ   Ex. ଏହି କବିତାରେ କବି ଶିବାଜୀଙ୍କ ତୁଳନା ସିଂହ ସହ କରିଛନ୍ତି
MERO COMPONENT OBJECT:
ONTOLOGY:
स्तनपायी (Mammal)जन्तु (Fauna)सजीव (Animate)संज्ञा (Noun)
Wordnet:
kasپادَرسٕہہ , شیر بَبَر
malമൃഗരാജാവു്‌
mniꯅꯣꯡꯁꯥ
urdشیر , اسد , باگھ
   see : ସିଂହ ରାଗ, ସିଂହରାଶି

Comments | अभिप्राय

Comments written here will be public after appropriate moderation.
Like us on Facebook to send us a private message.
TOP